ଚାଲିଗଲେ ଭାରତୀୟ ସଂଗୀତର ମୀରା କୋକିଳକଣ୍ଠୀ ବାଣୀ ଜୟରାମ୍

ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ପଦ୍ମଭୂଷଣ ପୁରସ୍କାର ପାଇଥିବା ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଥିବା ଖବର ମିଳିଛି। ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ … Continue reading ଚାଲିଗଲେ ଭାରତୀୟ ସଂଗୀତର ମୀରା କୋକିଳକଣ୍ଠୀ ବାଣୀ ଜୟରାମ୍